ପୃଥିବୀ ଆଡ଼କୁ ମୁହାଁଉଛି ଏହି ସାଟେଲାଇଟ୍‌

ବ୍ରୁଶ୍‌ଲେସ୍‌: ୟୁରୋପୀୟ ସ୍ପେସ୍ ଏଜେନ୍ସି (ଇଏସ୍‌ଏ)ର ଏକ ପୁରୁଣା ସାଟେଲାଇଟ୍ ବା ଉପଗ୍ରହ ପୃଥିବୀ ଆଡ଼କୁ ଗତି କରୁଛି । ଏହି ପୁରୁଣା ଉପଗ୍ରହର ପୃଥିବୀ ବାୟୁମଣ୍ଡଳରେ ପୁନଃ ପ୍ରବେଶ ୨୦ ସେପ୍ଟେମ୍ବର ୨୦୨୪ରେ ହେବ । ଏହି ଉପଗ୍ରହ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ମାତ୍ରେ ଜଳିବା ଆରମ୍ଭ କରିବ । ଏହି କାରଣରୁ ସ୍ପେସ ଏଜେନ୍ସି ଏହାକୁ ନିୟନ୍ତ୍ରିତ ଢଙ୍ଗରେ ପକାଇବାକୁ ଚେଷ୍ଟା କରୁଛି, ଯାହା ଦ୍ୱାରା ଅଳିଆ ଆବର୍ଜନା ବିସ୍ତାର ପଡ଼ିବ ନାହିଁ … Continue reading ପୃଥିବୀ ଆଡ଼କୁ ମୁହାଁଉଛି ଏହି ସାଟେଲାଇଟ୍‌