ଆପଣଙ୍କ କେଶ ପାଇଁ ବିପଜ୍ଜନକ ହୋଇପାରେ ଏହି ହେୟାର ଟ୍ରିଟମେଣ୍ଟ ! ହୋଇଯାଆନ୍ତୁ ସାବଧାନ

ବ୍ୟୁରୋ : ଆଜିକାଲି ଶାରୀରିକ ସ୍ୱାସ୍ଥ୍ୟ ସହିତ କେଶର ଯତ୍ନ ନେବା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି। କେଶକୁ କୋମଳ ଏବଂ ଚମକ କରିବା ପାଇଁ, ଆମେ ଅନେକ ପ୍ରକାରର ସୈନ୍ଦର୍ଯ୍ୟ ଚିକିତ୍ସା ଗ୍ରହଣ କରୁ। କିନ୍ତୁ ଅନେକ ଥର ଏହି ଚିକିତ୍ସା କେଶକୁ ଅଧିକ କ୍ଷତି ପହଞ୍ଚାଏ। ସମସ୍ତେ ଘନ, ଲମ୍ବା ଏବଂ ଚମକ କେଶକୁ ପସନ୍ଦ କରନ୍ତି। ତେଣୁ ମହିଳାମାନେ ପାର୍ଲର ଯାଇ ବ୍ୟୁଟି ଟ୍ରିଟମେଣ୍ଟ ଆପଣାନ୍ତି। ଆଉ ଏହି ବ୍ୟୁଟି ଟ୍ରିଟମେଣ୍ଟ ଦୌଡ଼ରେ … Continue reading ଆପଣଙ୍କ କେଶ ପାଇଁ ବିପଜ୍ଜନକ ହୋଇପାରେ ଏହି ହେୟାର ଟ୍ରିଟମେଣ୍ଟ ! ହୋଇଯାଆନ୍ତୁ ସାବଧାନ