ବିଶ୍ୱ ମାନଚିତ୍ରରୁ ଖୁବ ଶୀଘ୍ର ଅଦୃଶ୍ୟ ହୋଇଯିବ ଏହି ଦେଶ

ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ଏପରି ଏକ ଦେଶ ମଧ୍ୟ ଅଛି ଯାହା ଖୁବ୍ ଶୀଘ୍ର ବିଶ୍ୱ ମାନଚିତ୍ରରୁ ଅଦୃଶ୍ୟ ହୋଇପାରେ । ଏହା ଚତୃପାର୍ଶ୍ୱରେ ଜଳ ଘେରି ରହିଛି ଓ ଏହାର ସୌନ୍ଦର୍ଯ୍ୟ କାହାକୁ ବି ‘ପାଗଳ’ କରିଦେଇ ପରେ । ବର୍ତ୍ତମାନ ଆପଣ ଭାବୁଥିବେ ଯେ, ତେବେ ଏହା ଅଦୃଶ୍ୟ କାହିଁକି ହୋଇଯିବ । ଜାଣନ୍ତୁ ସବୁକିଛି… ଟୁଭାଲୁ ଏକ ଦେଶ ଯାହା ଦକ୍ଷିଣ ମହାସାଗରରେ ଅବସ୍ଥିତ, କିନ୍ତୁ ଏହି ଦେଶର ଅସୁବିଧା ସମାପ୍ତ … Continue reading ବିଶ୍ୱ ମାନଚିତ୍ରରୁ ଖୁବ ଶୀଘ୍ର ଅଦୃଶ୍ୟ ହୋଇଯିବ ଏହି ଦେଶ