28.1 C
Bhubaneswar
Friday, March 29, 2024
Homeଓଡିଶା୧୮ ଦିନରେ ୧୩ ଶିଶୁ ମୃତ

୧୮ ଦିନରେ ୧୩ ଶିଶୁ ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମଡ଼କ ଅଭିଯୋଗ । ଗତ ୧୮ ଦିନରେ ଚିକିତ୍ସାଧୀନ ୧୩ ଶିଶୁଙ୍କ ମୃତ୍ୟୁ ହେଲାଣି । ଗତ ୨୪ ଘଣ୍ଟାରେ କେବଳ ମଲେଣି ୪ ଶିଶୁ । ଶିଶୁ ମୃତ୍ୟୁ ନେଇ ଏଡିଏମଓ କିଶୋରେ ପୃଷ୍ଟିଙ୍କ ସୄଚନା । ଶିଶୁ ମୃତ୍ୟୁକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତେଜନା ଦେଖାଦେଇଛି  । ଚିକିତ୍ସା ଅବହେଳା ଅଭିଯୋଗ କରି ମେଡିକାଲରେ ଉତେଜନା  । ମେଡିକାଲରେ ପହଁଚିଲେ ଅତିରିକ୍ତ ଏସପି ଓ ଉପଜିଲ୍ଲାପାଳ ।

ଯୌନ ନିର୍ଯାତନାର ଶିକାର ହୋଇଥିବା ଝିଅର ମୃତ୍ୟୁ ପରେ ଲକ୍ଷ୍ମପୁର ଖେରୀ ଗ୍ରାମରେ ଉତ୍ତେଜନା ଦେଖାଦେଇଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking