ଗୋଶାଳା ତଳେ ସୁଡ଼ଙ୍ଗ’, ବାହାର କରାଯାଉ ଥିଲା ପେଟ୍ରୋଲ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସେପ୍ଟେମ୍ୱର ମାସ ଶେଷ ଦିନରେ ଏକ ଅଜବ ଘଟଣା ଘଟିଥିଲା। ଇଣ୍ଡିଆନ କର୍ପୋରେସନ ଲିମିଟେଡ୍‌ର ଅଧିକାରୀଙ୍କୁ ପେଟ୍ରୋଲ ଚୋରୀ ହେବାର ସନ୍ଦେହ ହୋଇଥିଲା। ସେମାନେ ଅନୁମାନ କଲେ ହୁଏତ ପାଇପ ଲାଇନ୍‌ରୁ ପେଟ୍ରୋଲ ନିର୍ଗତ ହେଉଛି , ନୁହେଁତ କେହି ପେଟ୍ରୋଲ ଚୋରି କରି ନେଉଛି। ଅଧିକାରୀମାନେ ପୁଲିସକୁ ଏହାର ସୂଚନା ଦେଇଥିଲେ। ଏହା ଦିଲ୍ଲୀ-ପାନିପତ ସେକ୍ସନର ଏକ ପାଇପ୍ ଲାଇନ୍‌ର ଘଟଣା। ପୁଲିସ ଯାଞ୍ଚରେ ଯାହା ସାମନା ଆସିଥିଲା , ତାହା … Continue reading ଗୋଶାଳା ତଳେ ସୁଡ଼ଙ୍ଗ’, ବାହାର କରାଯାଉ ଥିଲା ପେଟ୍ରୋଲ