34.1 C
Bhubaneswar
Thursday, April 25, 2024
Homeଓଡିଶାୟୁନିଭରସିଟି ପରୀକ୍ଷା ନେଇ ୟୁଜିସି ଗାଇଡ ଲାଇନ

ୟୁନିଭରସିଟି ପରୀକ୍ଷା ନେଇ ୟୁଜିସି ଗାଇଡ ଲାଇନ

ଭୁବନେଶ୍ୱର: ବିଭିନ୍ନ ବିଶ୍ୱ ବିଦ୍ୟାଳୟରେ ପରୀକ୍ଷା ନେଇ ୟୁଜିସି ଗାଇଡ ଲାଇନ ଜାରି କରିଛି । ଗାଇଡ ଲାଇନ ଅନୁସାରେ, କରୋନା ସ୍ଥିତି ନିୟନ୍ତ୍ରଣରେ ଥିବା ରାଜ୍ୟରେ ଜୁଲାଇ ମାସରେ ପରୀକ୍ଷା ହେବ ବୋଲି ସୂଚନା ଜାରି କରାଯାଇଛି । ସବୁ ବିଶ୍ୱବିଦ୍ୟାଳୟରେ କୋଭିଡ ୧୯ ସେଲ ଗଠନ କରିବା ପାଇଁ ୟୁଜିସି ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ ୧୯ ସେଲ ପିଲାଙ୍କ ପରୀକ୍ଷା ସଂପର୍କିତ ସମସ୍ୟା ସମାଧାନ କରାଯିବ ବୋଲି ୟୁନିଭରସିଟି ଗ୍ରାଣ୍ଟ କମିଶନ ପକ୍ଷରୁ ଗାଇଡ ଲାଇନରେ ଜାରି କରାଯାଇଛି । ଇଣ୍ଟରମିଡିଏଟ ସେମିଷ୍ଟର ପିଲାଙ୍କୁ ପୂର୍ବ ସେମିଷ୍ଟରକୁ ଦେଖିବା ପରେ ଗ୍ରେଡ ଦିଆଯିବ ।
https://onakhabar.com/2020/04/29/govt-of-india-declared-5-big-facilities-for-employees-taking-below-21-salaries/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking