ହଳଦୀ କଫିର ଚମତ୍କାରିତା, ମିଳିବ ଏସବୁ ଫାଇଦା

ଭୁବନେଶ୍ବର: ଆଜିକାଲି କଫି କାହାକୁ ପସନ୍ଦ ନୂହେଁ । ବିନା କଫିରେ କିଛି ଲୋକ ବିଛଣା ଛାଡିନଥାନ୍ତି ବୋଲି କହିବା ମଧ୍ୟ କିଛି ଭୁଲ ହେବ ନାହିଁ । ଅଧିକାଂଶ ଲୋକଙ୍କର ଦିନ କଫିରେ ଆରମ୍ଭ ହୋଇଥିବା ବେଳେ ଅନ୍ୟ କିଛି କଫି ପିଇ ନିଜକୁ ସତେଜ ଅନୁଭବ କରିଥାନ୍ତି । ତେବ କିଛି ବିଶେଷଜ୍ଞଙ୍କ ମତାନୁସାରେ ଖାଲି ପେଟରେ କଫି ସେବନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ତଥ୍ୟ ଦେଇଛନ୍ତି । କଫିରେ ଅତ୍ୟାଧିକ କାଫିନ … Continue reading ହଳଦୀ କଫିର ଚମତ୍କାରିତା, ମିଳିବ ଏସବୁ ଫାଇଦା