ରକ୍ତ ସମ୍ପର୍କରେ ଲାଗିଲା କଳଙ୍କର ଦାଗ, ଝିଅକୁ ଦୁଷ୍କର୍ମ କଲା ବାପା
ଅମରାବତୀ: ରକ୍ତ ସମ୍ପର୍କରେ ଲାଗିଲା କଳଙ୍କର ଦାଗ । ସମ୍ପର୍କକୁ ଭୁଲି ଯାଇ ଝିଅକୁ ଦୁଷ୍କର୍ମ କଲା ବାପା । ନିଜ ୧୩ ବର୍ଷର ଝିଅକୁ ଦୀର୍ଘ ୩ ବର୍ଷ ଧରି ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତ ବାପା ବିରୋଧରେ ମାମଲା ରୁଜୁ କଲା ପୋଲିସ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ବିଜୟୱାଡାରେ । ଅଭିଯୁକ୍ତ ଜଣଙ୍କ ହେଉଛି ମାଚାଭାରାମ । ସେ ଜଣେ କାର ଡ୍ରାଇଭର ରୂପେ କାମ କରୁଥିବା ବେଳେ ଏକ … Continue reading ରକ୍ତ ସମ୍ପର୍କରେ ଲାଗିଲା କଳଙ୍କର ଦାଗ, ଝିଅକୁ ଦୁଷ୍କର୍ମ କଲା ବାପା
Copy and paste this URL into your WordPress site to embed
Copy and paste this code into your site to embed