ଘରେ ଲାଗିଲା ନିଆଁ; ବାପା-ମାଆ ଓ ୨ ଛୁଆ ଜୀବନ୍ତ ଦଗ୍ଧ
ପାଟନା: ବିହାର ବେଗୁସରାଇରେ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଯାଇଛି । ସୋମବାର ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ ଗୋଟିଏ ପରିବାରର ୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତକମାନେ ସମ୍ପର୍କରେ ବାପାମାଆ ଓ ତାଙ୍କର ୨ ଛୁଆ । ନିଜ ଛୁଆଙ୍କୁ ବଞ୍ଚାଇବାକୁ ଯାଇ ମାଆବାପା ନିଆଁ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବା ଜଣାପଡିଛି । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ଏହା … Continue reading ଘରେ ଲାଗିଲା ନିଆଁ; ବାପା-ମାଆ ଓ ୨ ଛୁଆ ଜୀବନ୍ତ ଦଗ୍ଧ
Copy and paste this URL into your WordPress site to embed
Copy and paste this code into your site to embed