ବଜେଟ୍‌ରେ ଓଡିଶା ପାଇଁ ୧୦ ହଜାର ୯୨୮ କୋଟି ଟଙ୍କା ରହିଛି: ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ରେଳ ବଜେଟ୍‌କୁ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରେସ୍‌ମିଟ୍ । କେନ୍ଦ୍ର ରେଳ ମନ୍ତ୍ରୀ କହିଛନ୍ତି ଯେ ବଜେଟ୍‌ରେ ଓଡିଶା ପାଇଁ ୧୦ ହଜାର ୯୨୮ କୋଟି ଟଙ୍କା ରହିଛି । ଇଷ୍ଟ – ୱେଷ୍ଟ କରିଡରରୁ ଓଡିଶାକୁ ବଡ ଫାଇଦା ମିଳିବ । ଇଷ୍ଟ – ୱେଷ୍ଟ କରିଡର ଓଡିଶା ଦେଇ ଛତିଶଗଡ, ମହାରାଷ୍ଟ୍ର, ଗୁଜୁରାଟ ଯିବ । ଓଡିଶାର ଶିଳ୍ପ ବିକାଶରେ ଇଷ୍ଟ – ୱେଷ୍ଟ କରିଡର ବଡ ଭୂମିକା … Continue reading ବଜେଟ୍‌ରେ ଓଡିଶା ପାଇଁ ୧୦ ହଜାର ୯୨୮ କୋଟି ଟଙ୍କା ରହିଛି: ଅଶ୍ୱିନୀ ବୈଷ୍ଣବ