18.1 C
Bhubaneswar
Tuesday, December 9, 2025
Homeଓଡିଶାସମୁଦ୍ରରେ କେହି ନାହାନ୍ତି: ସୁରେଶ ପୂଜାରୀ

ସମୁଦ୍ରରେ କେହି ନାହାନ୍ତି: ସୁରେଶ ପୂଜାରୀ

ଭୁବନେଶ୍ୱର: ବାତ୍ୟା ମୋନ୍ଥା  ମୁକାବିଲା ପାଇଁ  ପ୍ରସ୍ତୁତ  ଅଛୁ କହିଲେ ରାଜସ୍ୱ ମନ୍ତ୍ରୀ  ସୁରେଶ ପୂଜାରୀ । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା  ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ  ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି,  ମାଇକ୍ରୋ ଲେବଲରେ  ପ୍ରସ୍ତୁତି କରାଯାଇଛି ।  ଭୁସ୍ଖଳନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।  ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି । ଶହେରୁ ଅଧିକ ପ୍ରସବ କରିଛନ୍ତି । କାଲି ତଟରକ୍ଷୀ ବାହିନୀର ହେଲିକପ୍ଟର ବ୍ୟବହାର ହୋଇଛି । ସମୁଦ୍ରରେ କେହି ରହିଥିବା ଆଶଙ୍କାରେ ବ୍ୟବହାର ହୋଇଛି ହେଲିକପ୍ଟର । ସମୁଦ୍ରରେ କେହି ନାହାନ୍ତି ସମସ୍ତେ ଫେରି ଆସିଛନ୍ତି । ଫସିଥିବା ଆନ୍ଧ୍ରର ୪୦ ନାବିକଙ୍କ ପାଇଁ ରହଣି ବ୍ୟବସ୍ଥା ହୋଇଛି । ମୁକାବିଲା ପାଇଁ  ନିଖୁଣ ଭାବେ  ଯୋଜନା କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛିା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking