28.1 C
Bhubaneswar
Friday, March 29, 2024
Homeଓଡିଶାସପ୍ତାହେ ଯାଏଁ ବଡ ବର୍ଷା ନାହିଁ

ସପ୍ତାହେ ଯାଏଁ ବଡ ବର୍ଷା ନାହିଁ

ଭୁବନେଶ୍ୱର: ଆସନ୍ତା ୭ ଦିନ ପାଇଁ କୌଣସି ପ୍ରବଳ ବର୍ଷା ହେବାର ଓାର୍ଣ୍ଣିଂ ନାହିଁ । ଦକ୍ଷିଣ ଉପକୂଳ ଓଡିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଧୀରେ ଧୀରେ ବର୍ଶା ପରିମାଣ କମିଯିବା ନେଇ ପାଣଇପାକ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପରିମାଣ ରେକର୍ଡ କରାଯାଇଛି । ଗଂଜାମରେ ସର୍ବାଧିକ ୪୮.୬୭, ଗଜପତିରେ ୪୫.୨୦ ମିମି ବର୍ଷା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୪୪, ପୁରୀରେ ୪୩ ଓ କଟକରେ ୩୫.୪ ମିମି ବର୍ଷା ହୋଇଛି । ଆଗାମୀ ୭ ଦିନ ଯାଏଁ ମତ୍ସ୍ୟଜୀବିଙ୍କ ପାଇଁ କୌଣସି ପ୍ରକାର ସତର୍କ ସୂଚନା ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking