ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ବର୍ଷା । ବନ୍ୟା ସ୍ଥିତି ନେଇ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ରାଜ୍ୟରେ ବନ୍ୟା ସ୍ଥିତି ନାହିଁ। ଆଗାମୀ ତିନି ଚାରି ଦିନ ଯାଏଁ ବି ବନ୍ୟା ଆଶଙ୍କା ନାହିଁ। ହେଲେ ରାଜ୍ୟ ସରକାର ଏହା ଉପରେ ନଜର ରଖିଛନ୍ତି। ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇଛି। ଏଥିପାଇଁ ବୁଢ଼ାବଳଙ୍ଗର ଜଳସ୍ତର ବଢୁଛି। ଏବେ ୨ ଦଶମିକ ୧ ମିଟର ବର୍ଷା … Continue reading ରାଜ୍ୟରେ ବନ୍ୟା ସ୍ଥିତି ନାହିଁ
Copy and paste this URL into your WordPress site to embed
Copy and paste this code into your site to embed