27.1 C
Bhubaneswar
Wednesday, June 26, 2024
Homeଓଡିଶାଓଡିଶାରେ ନାହିଁ ଗଣତନ୍ତ୍ର: ପ୍ରଭାତି ପରିଡା

ଓଡିଶାରେ ନାହିଁ ଗଣତନ୍ତ୍ର: ପ୍ରଭାତି ପରିଡା

ଭୁବନେଶ୍ୱର: ଓଡିଶାରେ ନାହିଁ ଗଣତନ୍ତ୍ର । ସମ୍ବାଦ ଉପରେ ଇଓଡବ୍ଲୁ ରେଡ୍ ନେଇ ବିଜେପି ନେତ୍ରୀ ପ୍ରଭାତି ପରିଡାଙ୍କ ବଡ ବୟାନ । କହିଲେ ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କୁ କହିଲେ ଚଳିବ । ହେଲେ ସଚିବଙ୍କୁ କହିଲେ ସରକାର ପ୍ରତିଶୋଧ ପରାୟଣ ହୋଇଯିବେ । ସଚିବଙ୍କୁ ନେଇ କହିଛନ୍ତି, ଦରମା ନେଇ ସେବା କରିବାକୁ ଆସିଛନ୍ତି ଅଫିସର । ଶାସନ କରିବା କଥା କାହିଁକି ଚିନ୍ତା କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତ୍ରୀ ପ୍ରଭାତି ପରିଡା । ସଚିବଙ୍କୁ ପ୍ରଶ୍ନ କରିବାରୁ ପ୍ରତିଶୋଧ ପରାୟଣ ହୋଇ ପଡିଛନ୍ତି ସରକାର । ଉଦ୍ଦେଶ୍ୟ ମୂଳକ ଭାବେ ସମ୍ବାଦ ଉପରେ ରେଡ୍ କରାଯାଉଥିବା କହିଛନ୍ତି ପ୍ରଭାତି ପରିଡା ।

ସେପ୍ଟେମ୍ବର ୨୪ରେ ବିବାହ ବନ୍ଧନରେ ବାନ୍ଧି ହେବେ ପରିଣୀତି ଓ ରାଘବ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking