33.1 C
Bhubaneswar
Thursday, April 25, 2024
Homeଓଡିଶାଭୁବନେଶ୍ୱରରେ ହେବନି ବାଲିଯାତ୍ରା

ଭୁବନେଶ୍ୱରରେ ହେବନି ବାଲିଯାତ୍ରା

ଭୁବନେଶ୍ୱର: ଏଥର କରୋନା ପାଇଁ ଭୁବନେଶ୍ୱରରେ ବି ହେବନି ବାଲିଯାତ୍ରା ମହୋତ୍ସବ । କରୋନା ମହାମାରୀ ପାଇଁ ବାଲିଯାତ୍ରା ମହୋତ୍ସବ ବାତିଲ୍ କରାଯାଇଥିବା ସୂଚନା ମିଳିଛି । ପୋଲିସ କମିଶନରଙ୍କ ସହ ଆଲୋଚନା ପରେ ବାଲିଯାତ୍ରା କମିଟି ଏନେଇ ସୂଚନା ଦେଇଛନ୍ତି । ମହାମାରୀ କରୋନା ପାଇଁ ଚଳିତ ବର୍ଷ ସବୁ କିଛି ବନ୍ଦ କରାଯାଇଛି । ସମସ୍ତ ଦେବାଳୟ ମଧ୍ୟ ଖୋଲାଯିବାକୁ ଅନୁମତି ଦିଆଯାଇନାହିଁ । ଗହଳି ହେଲେ ସଂକ୍ରମଣ ବଢିବ । ଯାହାକୁ ପରବର୍ତ୍ତୀ ସମୟରେ କାବୁ କରିବା ସମ୍ଭବପର ହେବ ନାହିଁ । ଏସବୁକୁ ଦୃଷ୍ଟିରେ ରଖି ବାଲିଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ କଟକ ବାଲିଯାତ୍ରା ହେବନାହିଁ ବୋଲି ମଧ୍ୟ ଘୋଷଣା ହୋଇସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking