38.1 C
Bhubaneswar
Saturday, April 20, 2024
Homeଓଡିଶାଅଙ୍ଗନୱାଡି ୱାର୍କରଙ୍କ ଘରୁ ସଫେଇ ନାମରେ ଲୁଟ

ଅଙ୍ଗନୱାଡି ୱାର୍କରଙ୍କ ଘରୁ ସଫେଇ ନାମରେ ଲୁଟ

ଯାଜପୁର : ଯାଜପୁର ଜିଲ୍ଲାର କୁଆଖିଆ ଥାନା ଅନ୍ତର୍ଗତ ବାହାଦଲାପୁର ଗ୍ରାମ ପଂଚାୟତ ଗରୀପୁର ଗ୍ରାମର ଅଙ୍ଗନୱାଡୀ ଦିଦିଙ୍କ ଘରୁ ରବିବାର ପ୍ରେସର କୁକର ସଜାଡିବା ଆଳରେ ୨ଜଣ ଯୁବକ ବାଇକରେ ଆସି ପହଂଚିଥିଲେ । ପ୍ରେସରକୁକର ଓ ସୁନା ସଫା କରିବା ଆଳରେ ସେମାନେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନେଇ ଫେରାର ହୋଇଥିବା ଘଟଣା ଆଜି କୁଆଖିଆ ଅଂଚଳରେ ଚର୍ଚ୍ଚା ବିଷୟ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking