27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗବାଲୁଙ୍କେଶ୍ୱର ପୀଠରୁ ଚୋରି

ବାଲୁଙ୍କେଶ୍ୱର ପୀଠରୁ ଚୋରି

ନୟାଗଡ: ନୟାଗଡ ଜିଲ୍ଲା ନଡ଼ିଆଳି ଗ୍ରାମପଂଚାୟତ ର ପଲ୍ଲୀଶାସନ ଗ୍ରାମରେ ବିଜେ ବାବା ବାଲୁଙ୍କେଶ୍ୱର ପୀଠରୁ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଲା ଭାଙ୍ଗି ରୁପା ବୃଷଭ, ରୁପା ଆଖି ସହ ମୂଲ୍ୟ ବାନ ସାମଗ୍ରୀ ଓ ହୁଣ୍ଡୀ ରୁ ପ୍ରାୟ ଆନୁମାନିକ 20ହଜାର ରୁ ଉର୍ଦ୍ଧ ଟଙ୍କା ଓ ମନ୍ଦିର ପୂଜକ ନାରଣ ଦାଶ ରୋଷ ଘରେ ରଖିଥିବା ଏକ ଟ୍ରଙ୍କ ରେ 30ହଜାର ରୁ ଉର୍ଦ୍ଧ ଟଙ୍କା ତାଲା ଭାଙ୍ଗି ନେଇ ଥିବା ସୂଚନା ଦେଇଛନ୍ତି ।  ଅବକାଶ ସମୟରେ ପୂଜକ ପହଂଚି ଏ ସବୁ ଘଟଣା ଦେଖିଥିଲେ । ଦେଖି ସାରି ଗ୍ରାମର ଟ୍ରଷ୍ଟ ବୋର୍ଡ ର ଟ୍ରଷ୍ଟି ଙ୍କୁ ଏ ବିଷୟରେ ଅବଗତ କରାଇ ଥିଲେ । ଟ୍ରଷ୍ଟ ବୋର୍ଡ ଦେଖିସାରିବା ପରେ ନିଷ୍ପତି କ୍ରମେ ଥାନାକୁ ଖବର ଦିଆଯିବ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking