34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଉପଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଲେ ଯୁବ ସଂଘଠନ

ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଲେ ଯୁବ ସଂଘଠନ

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁର ରୋ କୋଭିଡ ହସ୍ପିଟାଲ ଓ DHH ରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡିଛି । ଏହି ଅବ୍ୟବସ୍ଥା କୁ ନେଇ ହଜାର ହଜାର ଲୋକ ମ୍ରୁତୁ ବରଣ କୋରୁଛନ୍ତି । କୋରାପୁଟ ଜିଲ୍ଲାର କୋରୁନା ରଗୀଙ୍କ ଚିକିତ୍ସା ନିମନ୍ତେ ଜୟପୁରରେ କୋଭିଡ ହସ୍ପିଟାଲ ସ୍ତାପନ କରାଯାଇଛି । କିନ୍ତୁ ଏହି ହସପିଟାଲ କାହିଁକି କରାଯାଇଛି କିଛି ବୁଝାପଡୁନି । କୋରୁନା ରଗୀଙ୍କ ନିମନ୍ତେ ସବୁ ସୁବିଧା କୋରାଜାଇଛି ବୋଲି ଡିମ ଡିମା ପିଟୁ ଥିବା ବେଳେ ଜୟପୁରରେ କିଛିବି ବ୍ୟବସ୍ତା ସୁତାର ରୁପେ ଯଗାଇ ଦିୟାଜାଉନି । ଜିଲ୍ଲାରେ ଡକ୍ଟର ଅଭାବ ଥିବାବେଳେ ଜିଲ୍ଲାକୁ ତିନି ଡାକ୍ତର ଆସିଥିବା ବେଳେ ଜଏନ କରୀ ନାହାନ୍ତି । କରୋନା ରୋଗୀଙ୍କ ମୃତ୍ୟୁ ପରେ ପରିବାରକୁ ହସ୍ତାନ୍ତର କରାଯାଉନି । କଭୀଡ ଚିକିତ୍ସା ଳୟୋରେ ଓକ୍ସିଜନ ରୋ ଅଭାବ ରହୁଛି । CDMO ଙ୍କ ଦାଇତ୍ୱହିନ କାର୍ଯ୍ୟ ସକାଶେ ତାଙ୍କ ଉପୋରେ ଦ୍ରୁଢ କାର୍ଯ୍ୟନୁଷ୍ଟାନ ଗ୍ରୋହଣ କୋରାଜାଉ ବୋଲି ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ଜୁବ ସଂଘଠନ ତରଫରୁ ରବୀନ୍ଦ୍ର ମହାପାତ୍ର ପ୍ରୋଦାନ କୋରୀଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking