ଦୁଇ ପିଲାକୁ ନିର୍ମମ ଭାବେ ହତ୍ୟା କରିବା ପରେ ରାନ୍ଧି ଖାଇଲା ଯୁବକ

ନୂଆଦିଲ୍ଲୀ: ନୃଶଂସତାର ସବୁ ସୀମା ପାର । ପିଲାକୁ ନିର୍ମମ ଭାବେ ହତ୍ୟା କରିବା ପରେ ରାନ୍ଧି ଖାଇଛି ରାକ୍ଷସ । ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ମୁଜଫରଗଡ ନାମକ ଏକ ସହରରେ ଏଭଳି ଘଟଣା ଘଟିଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଖବର ମୁତାବକ, ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ମୁଜଫରଗଡରେ ଖାନଗଡ ଅଞ୍ଚଳରେ ୩ ପିଲା ଗାଏବ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । ପିଲା ଗାଏବ ହେବା ପରେ ବାପା … Continue reading ଦୁଇ ପିଲାକୁ ନିର୍ମମ ଭାବେ ହତ୍ୟା କରିବା ପରେ ରାନ୍ଧି ଖାଇଲା ଯୁବକ