ଭାଇକୁ ଫୋନ୍ କରି ନଦୀକୁ ଡେଇଁଲେ ଯୁବତୀ

ଭଦ୍ରକ: ଭାଇକୁ ଫୋନ୍ କରି ନଦୀକୁ ଡେଇଁଲେ ଯୁବତୀ । ବ୍ରିଜ ଉପରେ ଦୋକାନ କରିଥିବା ଦୋକାନୀଙ୍କ ଫୋନରୁ ଭାଇକୁ ଫୋନ କରିବା ପରେ ନଈକୁ ଡେଇଁ ପଡ଼ିଥିଲେ ଯୁବତୀ । ଯୁବତୀଙ୍କ ପତ୍ତା ମିଳୁନଥିବା ବେଳେ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଗେଲଟିଆ ଅଞ୍ଚଳର ଜନୈକ ଯୁବତୀ ବାଇପାସ ନିକଟ ରାଜଘାଟ ବ୍ରିଜ ନିକଟକୁ ଆସିଥିଲେ । ବ୍ରିଜ ଉପରେ ଥିବା ଜଣେ ଦୋକାନୀଙ୍କ ଫୋନରୁ ନିଜ ଭାଇଙ୍କୁ … Continue reading ଭାଇକୁ ଫୋନ୍ କରି ନଦୀକୁ ଡେଇଁଲେ ଯୁବତୀ