ଖଲ୍ଲିକୋଟ : ୩ ଦୁର୍ବୁତ୍ତ ଙ୍କ ଖଣ୍ଟାଚୋଟରେ ଯୁବକ ଗୁରୁତର ।ନିଜ ଘର ଆୟତ୍ତପୁର କୁ ଫେରିବା ବେଳେ ଲକ୍ଷ୍ମଣପୁର ରାସ୍ତାରେ ଆକ୍ରମଣ । ମରଣାନ୍ତକ ଆକ୍ରମଣ ସହ ସୁନା ଚେନ୍ ଓ ପର୍ସ ନେଇ ଯାଇଥିବା ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି । ଗୁରୁତର ହୋଇଥିବା ଯୁବକ ଏମକେସିଜି କୁ ସ୍ଥାନାନ୍ତର ହୋଇଛନ୍ତି ।