33.1 C
Bhubaneswar
Sunday, June 26, 2022
Homeଓଡିଶାଯୁବକଙ୍କୁ ଖଣ୍ଡାରେ ହାଣିଲେ

ଯୁବକଙ୍କୁ ଖଣ୍ଡାରେ ହାଣିଲେ

ଖଲ୍ଲିକୋଟ : ୩ ଦୁର୍ବୁତ୍ତ ଙ୍କ ଖଣ୍ଟାଚୋଟରେ ଯୁବକ ଗୁରୁତର ।ନିଜ ଘର ଆୟତ୍ତପୁର କୁ ଫେରିବା ବେଳେ ଲକ୍ଷ୍‌ମଣପୁର ରାସ୍ତାରେ ଆକ୍ରମଣ । ମରଣାନ୍ତକ ଆକ୍ରମଣ ସହ ସୁନା ଚେନ୍ ଓ ପର୍ସ ନେଇ ଯାଇଥିବା ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି । ଗୁରୁତର ହୋଇଥିବା ଯୁବକ ଏମକେସିଜି କୁ ସ୍ଥାନାନ୍ତର ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking