40.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଟ୍ରାକ୍ଟର ଚାପାରେ ଯୁବକ ମୃତ

ଟ୍ରାକ୍ଟର ଚାପାରେ ଯୁବକ ମୃତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝିଗୁଡା -ଟେମେରା ରାସ୍ତା ନିକଟରେ ଜଣେ ଲୋକଙ୍କ ଟ୍ରାକ୍ଟର ଚାପ ରେ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ, ସେ ମାଝୀଗୁଡାର ଡିସେମ୍ବର ପୁଞ୍ଜି ବୋଲି ଜଣାପଡିଛି । ହ୍ୟାଦ୍ରିଲ କରୁଥିବା ସମୟରେ ଚାପି ହୋଇଥିବା ଅନୁମାନ କରାଯାଏ । ତେବେ କୋକସରା ଗ୍ରାମର ମହେଶ ଗୁପ୍ତା ଙ୍କ ଟ୍ରାକ୍ଟର ବୋଲି ଜଣାପଡିଛି । ପରେ ଘଟଣା ସ୍ଥଳକୁ କୋକସରା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking