ବିବାହର ପ୍ରଲୋଭନ ଦେଖାଇ ନାବାଳିକା ସହ ଶାରୀରିକ ସମ୍ପର୍କ ରଖୁଥିଲା ଯୁବକ

ମୟୁରଭଞ୍ଜ: ଜଣେ କି ଦୁଇଜଣ ନୁହଁନ୍ତି ୪ ଜଣ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଏବଂ ବ‌ିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ଆସୁଥିଲେ ରସିକିଆ ଯନ୍ତ୍ରୀ।  ଶେଷରେ ପଦାରେ ପଡ଼ିଛି ଚୋରା ପିରତି। ପ୍ରତାରିତ ୨ ଯୁବତୀ ବାରିପଦା ଟାଉନ୍‌ ଥାନାରେ ଏତଲା ଦେବା ପରେ ପୁଲିସ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ଗିରଫ କରିଛି। ଅଭିଯୋଗକାରୀ ଯୁବତୀଙ୍କ ଡାକ୍ତରୀ ମାଇନା କରାଇଛି ପୋଲିସ। ଶନିବାର ଗିରଫ ଯନ୍ତ୍ରୀଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଗିରଫ ଯନ୍ତ୍ରୀ … Continue reading ବିବାହର ପ୍ରଲୋଭନ ଦେଖାଇ ନାବାଳିକା ସହ ଶାରୀରିକ ସମ୍ପର୍କ ରଖୁଥିଲା ଯୁବକ