ଘର ଭିତରୁ ମହିଳାଙ୍କ ଶବ ଉଦ୍ଧାର ଘଟଣା, ସ୍ୱାମୀ କୋର୍ଟଚାଲାଣ

ବ୍ରହ୍ମପୁର: ଘର ଭିତରୁ ମହିଳାଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ଘଟଣାରେ ଆଜି ବୈଦ୍ୟନାଥପୁର ଥାନା ପୁଲିସ ସ୍ୱାମୀଙ୍କୁ ଗିରଫ କରିଛି । ଆଜି ପୁଲିସ ଅଭିଯୁକ୍ତ ତଥା ମୃତ ମହିଳା ଲଳିତା କୁମାରୀ ସାହୁଙ୍କ ସ୍ୱାମୀ ଗୋପାଳପୁର ବଡ ସାହିର ଚିତ୍ତରଂଜନ ସାହୁଙ୍କୁ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଚିତ୍ତରଂଜନଙ୍କ ଜାମିନ ନାମଞ୍ଜୁର ହୋଇଥିବା ବେଳେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସୂଚନାଯୋଗ୍ୟ ଯେ ଗତ ୨୦୧୫ … Continue reading ଘର ଭିତରୁ ମହିଳାଙ୍କ ଶବ ଉଦ୍ଧାର ଘଟଣା, ସ୍ୱାମୀ କୋର୍ଟଚାଲାଣ