କୁମ୍ଭୀର ମୁହଁରୁ ସ୍ୱାମୀଙ୍କୁ ବଞ୍ଚାଇଲେ ମହିଳା

ଜୟପୁର: ରାଜସ୍ଥାନର କରାଉଲି ଜିଲ୍ଲାରେ ଜଣେ ମହିଳା କୁମ୍ଭୀର ମୁହଁରୁ ସ୍ୱାମୀଙ୍କୁ ବଞ୍ଚାଇବାରେ ସଫଳ ହୋଇଛନ୍ତି । ଘଟଣାଟି ଗତ ମଙ୍ଗଳବାର ଅପରାହ୍ନରେ ଘଟିଥିବାବେଳେ ଏହି ମହିଳାଙ୍କ ସାହସକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ବନି ସିଂହ ନାମକ ବ୍ୟକ୍ତି ହେଉଛନ୍ତି ଜଣେ ମେଷପାଳକ । ମଙ୍ଗଳବାର ସେ ତାଙ୍କର ମେଣ୍ଢା ଓ ଛେଳିପଲକୁ ପାଣି ପିଆଇବାକୁ ଚମ୍ବଲ ନଦୀକୂଳକୁ ନେଇଥିଲେ । ଛେଳିମାନେ ପାଣି ପିଉଥିବାବେଳେ ଅତ୍ୟଧିକ ଗରମ ହେଉଥିବାରୁ ବନି ବୁଡ ପକାଇବାକୁ … Continue reading କୁମ୍ଭୀର ମୁହଁରୁ ସ୍ୱାମୀଙ୍କୁ ବଞ୍ଚାଇଲେ ମହିଳା