ସ୍ତ୍ରୀ ଝଗଡା ସହି ନପାରି ପୋଖରୀକୁ ଡେଇଁଲେ ସ୍ୱାମୀ
କେଉଁଝର: ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ଲାଗିବାରୁ ପୋଖରୀ କୁ ଡେଇଁଲେ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି କେଉଁଝର ଟାଉନଥାନା ଶିରିପୁର ଗାଁରେ । କୌଣସି କଥାକୁ କେନ୍ଦ୍ର କରି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିଥିଲା । ହଠାତ ଝଗଡା ମଝିରେ ଯୁବକ ଜଣକ ପୋଖରୀକୁ ଡେଇଁ ପଡିଥିଲେ । ଏହା ପରେ ଘଠଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।ବର୍ତ୍ତମାନ ସୁଦ୍ଧା ଯୁବକ ଜଣକ ନିଖୋଜ … Continue reading ସ୍ତ୍ରୀ ଝଗଡା ସହି ନପାରି ପୋଖରୀକୁ ଡେଇଁଲେ ସ୍ୱାମୀ
Copy and paste this URL into your WordPress site to embed
Copy and paste this code into your site to embed