ସ୍ୱାମୀକୁ ଜାଳିଦେଲା ସ୍ତ୍ରୀ !

ଭଞ୍ଜନଗର: ସ୍ୱାମୀକୁ କିରାସିନି ଢାଳି ନିଆଁ ଲଗାଇଦେଲା ସ୍ତ୍ରୀ । ଭଞ୍ଜନଗର କୁଲାଡ ଗାଁରେ ପାରିବାରିକ କଳିରୁ ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶରୀରର ୪୦% ପୋଡିଯାଇଥିବାବେଳେ ଅଭିଯୁକ୍ତକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ମର୍ମନ୍ତୁଦ ଦୁର୍ଘଟଣା ପରେ ଟ୍ରେନରେ ଲାଗିଲା ନିଆଁ