ପାଶ୍ଚାତ୍ୟ ଦେଶମାନେ ଆନ୍ତର୍ଜାତିକ ଆର୍ଥିକ ସମ୍ପର୍କ ନଷ୍ଟ କରୁଛନ୍ତି: ପୁଟିନ୍‌

ମସ୍କୋ : ନିର୍ଦ୍ଦିଷ୍ଟ କେତେକ ପାଶ୍ଚାତ୍ୟ ରାଷ୍ଟ୍ର ଆନ୍ତର୍ଜାତିକ ଅର୍ଥନୈତିକ ବ୍ୟବସ୍ଥାକୁ ନଷ୍ଟ କରୁଥିବାରୁ ବିଶ୍ବ ଅର୍ଥନୀତିରେ ପରିବର୍ତ୍ତନ ଘଟୁଛି ବୋଲି ମଙ୍ଗଳବାର ଦିନ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ କହିଛନ୍ତି ବୋଲି ‘ସିନ୍‌ହୁଆ’ ନିଉଜ୍ ଏଜେନ୍‌ସି ରିପୋର୍ଟ କରିଛି। ଅଷ୍ଟମ ‘ଇଷ୍ଟର୍ଣ୍ଣ ଇକୋନୋମିକ୍ ଫୋରମ୍‌’ର (ଇଇଏଫ୍‌) ପୂର୍ଣ୍ଣାଙ୍ଗ ଅଧିବେଶନରେ ଉଦ୍‌ବୋଧନ ଦେବା ବେଳେ ରାଷ୍ଟ୍ରପତି ପୁଟିନ୍‌ କହିଲେ, ବିଶ୍ବ ଅର୍ଥନୀତି କେମିତି ବଦଳି ଯାଇଛି ଆମେ ଜାଣନ୍ତି ଓ ଦେଖିପାରୁଛନ୍ତି ମଧ୍ୟ। କେତେକ ଦେଶ, ମୁଖ୍ୟତଃ … Continue reading ପାଶ୍ଚାତ୍ୟ ଦେଶମାନେ ଆନ୍ତର୍ଜାତିକ ଆର୍ଥିକ ସମ୍ପର୍କ ନଷ୍ଟ କରୁଛନ୍ତି: ପୁଟିନ୍‌