37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗକାଠ ପୋଲ ଉପରେ ଉପରେ ଭରଷା ଚାରିଖଣ୍ଡ ଗ୍ରାମବାସୀ

କାଠ ପୋଲ ଉପରେ ଉପରେ ଭରଷା ଚାରିଖଣ୍ଡ ଗ୍ରାମବାସୀ

କୋରପୁଟ : କୋରପୁଟ ଜିଲାର ଉପାନ୍ତ ଅଞ୍ଚଳର ଚାରିଖଣ୍ଡ ଗ୍ରାମବାସୀ ମୌଳିକ ସୁବିଧା ରୁ ବଞ୍ଚିତ । ଏଭଳି କରୁଣଚିତ୍ର ଦେଖିବାକୁ ମିଳିଛି ନନ୍ଦପୁର ବ୍ଲକ ର ଗୋଲୁର ଗ୍ରାମପଞ୍ଚାୟତର ମଝିଗୁଡା, ଗୁଞ୍ଜିଆ ଗୁଡା ,ଡୁମୁରି ପୁଟ, ରାଇପଡ଼ ୧୫୦୦ରୁ ଜନସଂଖ୍ୟା ବସବାସ କରୁଥିବା ବେଳେ ଦେଶ ସ୍ୱାଧୀନତା ର ୭୩ ବିତିଯାଉଥିଲେ ନା ଏହି ଗ୍ରାମ ମାନଙ୍କୁ ରାସ୍ତା ନାହିଁ କି ପୋଲ ନିର୍ମାଣ ପାଇଁ ବହୁ ବାର ବ୍ଲକ ଓ ଜିଲ୍ଲା ପ୍ରଶାସନ କୁ ଗୁହାରୀ କରିଥିବା ଗ୍ରାମବାସୀ କହିଛନ୍ତି । ବର୍ଷା ଦିନେ ଜଳବନ୍ଦୀ ହୋଇ ବିଭିନ୍ନ ସମସ୍ୟା ରେ ସମ୍ମୁଖିନ ହୋଉଥିବା ଦେଖିବା କୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking