ହୁ ହୁ ହୋଇ ଜଳିଗଲା ଟ୍ରକ

ଭୁବନେଶ୍ୱର: ସ୍ଥାନୀୟ ମାଣିକେଶ୍ବରୀ ହାଇସ୍କୁଲ ଛକରେ ଠିଆ ହେଇଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ରେ ହଠାତ୍ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି ।ଦୁଇଟି ଅଗ୍ନିଶମ ଗାଡି ନିଆଁ କୁ ଆୟତ୍ତ କରିଥିଲେ । ଘଟଣାସ୍ଥଳର ଅନତି ଦୂରରେ ପେଟ୍ରୋଲ ଟାଙ୍କି ଥିବାରୁ ସେଠାରେ ଆତଙ୍କ ଖେଳି ଯାଇଥିଲା । ନିଆଁ ଆୟତ୍ତ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ ଆଶ୍ୱସ୍ତି ପ୍ରକାଶ କରିଥିଲେ । ନିଆଁ ରେ ଟ୍ରକ୍ ଟି ସମ୍ପୂର୍ଣ ପୋଡି ଯାଇଥିଲେ ବି ଅନ୍ୟ … Continue reading ହୁ ହୁ ହୋଇ ଜଳିଗଲା ଟ୍ରକ