ଯାନ୍ତ୍ରିକ ତ୍ରୁଟି ପାଇଁ କଟକରେ ଅଟକିଲା ଟ୍ରେନ୍‌

କଟକ: କଟକ ଷ୍ଟେସନରେ ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସରେ ହେଲା ଅଘଟଣ । ଉଞ୍ଜିନର ଏକ ସ୍ପ୍ରିଙ୍ଗ ଖସିପଡିବାରୁ ଅଟକିଲା ଏକ୍ସପ୍ରେସ ଟ୍ରେନ୍ । ଏକ୍ସପ୍ରେସ ଟ୍ରେନର ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ସୂଚନା । ଆବାସ ବଣ୍ଟନର ଯାଂଚ ହେବ: ଗିରିରାଜ