ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର ; ୪ ମୃତ
ମଧ୍ୟପ୍ରଦେଶ : ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର ଚାଲିଗଲା ୪ ଜଣଙ୍କ ଜୀବନ। ମୃତକଙ୍କ ମଧ୍ୟରେ ୨ ନାବାଳକ ଓ ୨ ମହିଳା ଅଛନ୍ତି। ଏପରି ଏକ ଦୁଃଖଦ ଘଟଣା ମଧ୍ୟପ୍ରଦେଶର ଶୟୋପୁରରେ ଘଟିଛି। ସୂଚନା ଅନୁଯାୟୀ, ଶୟୋପୁରର ଖିରଖଇରା ଗାଁର ଭୁର ସିଂ ମାଲିଙ୍କ ପୁଅର ମୁଣ୍ଡନ ଶ୍ୟାମପୁରସ୍ଥିତ ଟୋଡି ମନ୍ଦିରରେ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ବୁଧବାର ପରିବାର ସଦସ୍ୟ ଓ ବନ୍ଧୁବାନ୍ଧବ ୨ଟି ଟ୍ରାକ୍ଟରରେ ମନ୍ଦିର ଅଭିମୁଖେ ବାହାରିଥିଲେ। ମାତ୍ର ଚମ୍ବଲ ନହର ରୋଡ … Continue reading ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର ; ୪ ମୃତ
Copy and paste this URL into your WordPress site to embed
Copy and paste this code into your site to embed