ଲ୍ୟାଣ୍ଡସ୍ଲାଇଡ ଯୋଗୁ ଭୁଶୁଡ଼ିଲା ମନ୍ଦିର, ଭିତରେ ଥିଲେ ୫୦ ଶ୍ରଦ୍ଧାଳୁ
ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶରେ ତାଣ୍ଡବ ରଚୁଛି ପ୍ରକୃତି। କେଉଁଠି ଲଗାଣ ବର୍ଷା ତ କେଉଁଠି ବାଦଲ ଫଟା ବର୍ଷା ଯୋଗୁ ପାହାଡ଼ରୁ ଅତଡ଼ା ଖସିବା ସହ ହେଉଛି ଭୁସ୍ଖଳନ । ଫଳରେ ଆଖି ପିଛୁଳାକେ ଚାଲି ଯାଉଛି ବହୁ ଜୀବନ । ହିମାଚଳ ପ୍ରଦେଶର ସିମଲାରେ ଘଟିଛି ଏପରି ଏକ ଅଘଟଣ । ଭୁସ୍ଖଳନ ହୋଇ ଏକ ମନ୍ଦିର ମାଟି ତଳେ ଦବି ଯାଇଛି। ଫଳରେ ଉକ୍ତ ସମୟରେ ମନ୍ଦିରରେ ଥିବା ୫୦ ଜଣ … Continue reading ଲ୍ୟାଣ୍ଡସ୍ଲାଇଡ ଯୋଗୁ ଭୁଶୁଡ଼ିଲା ମନ୍ଦିର, ଭିତରେ ଥିଲେ ୫୦ ଶ୍ରଦ୍ଧାଳୁ
Copy and paste this URL into your WordPress site to embed
Copy and paste this code into your site to embed