27.1 C
Bhubaneswar
Thursday, April 25, 2024
Homeଓଡିଶାମୟୁରଭଞ୍ଜକାର ଧକ୍କାରେ ଅଧ୍ୟାପିକାଙ୍କ ମୃତ୍ୟୁ

କାର ଧକ୍କାରେ ଅଧ୍ୟାପିକାଙ୍କ ମୃତ୍ୟୁ

ବାରିପଦା: ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂସାଶିତ କଲେଜ (ଏମ୍‌ପିସି) ନିକଟରେ କାର ଧକ୍କାରେ ଜଣେ ଅଧ୍ୟାପିକାଙ୍କ ମୃତ୍ୟୁ ହୋଇଛି । ମୃତ ଅଧ୍ୟାପିକା ହେଲେ ମନୀଷା ଶର୍ମା । ସେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂସାଶିତ କଲେଜରେ ବାଣିଜ୍ୟ ବିଭାଗର ଅଧ୍ୟାପିକା ଥିଲେ । ପିଲାଙ୍କୁ ପାଠ ପଢାଇ ସାରି ଏକ ସ୍କୁଟିରେ ଘରକୁ ଫେରିବା ସମୟରେ କଲେଜ ରାସ୍ତାରେ ସାମ୍ନାପଟୁ ଏକ କାର ଧକ୍କା ଦେଇଥିଲା । କାରଟି ଧକ୍କା ଦେବାପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ସେପଟେ ଫେରାର ଥିବା ଡ୍ରଇଭାରକୁ ଗିରଫ ଦାବିକରି ଶତାଧିକ ଛାତ୍ରଛାତ୍ରୀ କଲେଜ ରାସ୍ତା ଉପରେ ଧାରଣା ଦେଇଛନ୍ତି । ପୁଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରୁଛି ।

ଇତିହାସ ରଚିଲା ଭାରତ, ଲନ୍‌ ବଲ୍‌ ଇଭେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ ପଦକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking