ପଦାରେ ପଡିଲା ପ୍ରଦୀପଙ୍କ କଳଙ୍କିତ ଚରିତ୍ର; ସେବା ନାଁରେ ନିଜ ସ୍ୱାର୍ଥ ସାଧନ କରୁଥିଲେ

ବ୍ରହ୍ମପୁର: କୋଭିଡ ମହାମାରି ସମୟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଚାହୁଁନଥିଲେ ପ୍ରବାସୀ ଓଡିଆ ଗଞ୍ଜାମ ଫେରନ୍ତୁ । ସେ ନିଜ ନିଜ ଜିଲ୍ଲା ଲୋକଙ୍କ ଶତ୍ରୁ ସାଜିଥିଲେ । ପ୍ରଦୀପ ପାଣିଗ୍ରାହୀଙ୍କ ଅସଲ ଚରିତ୍ର କଣ ତାହା ଆଜି ଗୋପାଳପୁରବାସୀ ଜାଣିଯାଇଛନ୍ତି । ତିନି ଦିନିଆ ଗଞ୍ଜାମ ଗସ୍ତର ପ୍ରଥମ ଦିନରେ ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀର ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବାଲାଜୀ ବୈଦ୍ୟନାଥ ପଡିଆରେ ଆଜି ଆୟୋଜିତ ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗଦେଇ ୫-ଟି ସଚିବ ଭି. … Continue reading ପଦାରେ ପଡିଲା ପ୍ରଦୀପଙ୍କ କଳଙ୍କିତ ଚରିତ୍ର; ସେବା ନାଁରେ ନିଜ ସ୍ୱାର୍ଥ ସାଧନ କରୁଥିଲେ