ଜୋର ଧରିଲା ରାହୁଲ ଗାନ୍ଧୀଙ୍କ ବିବାହ ଚର୍ଚ୍ଚା

ହରିଆଣା: ପୁଅ ରାହୁଲ ଗାନ୍ଧୀଙ୍କୁ କାହିଁକି ବାହା କରାଉନ । ସୋନିଆ ଗାନ୍ଧୀ ତଥା ୟୁପିଏର ଅଧ୍ୟକ୍ଷାଙ୍କୁ ଏଭଳି ପ୍ରଶ୍ନ କରିିଛନ୍ତି ହରିଆଣା ସୋନିପଥରୁ ଆସିଥିବା ଜଣେ ମହିଳା । ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଦିଲ୍ଲୀରେ ଭେଟିଛନ୍ତି ହରିଆଣା ଚାଷୀ । ଏହି ସମୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି କଂଗ୍ରେସ ନେତା । ଏହି ସମୟରେ ଜଣେ ମହିଳା ସୋନିଆ ଗାନ୍ଧୀଙ୍କ କାନ ପାଖକୁ ଆସି କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ … Continue reading ଜୋର ଧରିଲା ରାହୁଲ ଗାନ୍ଧୀଙ୍କ ବିବାହ ଚର୍ଚ୍ଚା