ଯୌନ କର୍ମୀ ଶବ୍ଦକୁ ହଟାଇଲେ ସୁପ୍ରିମକୋର୍ଟ, ବ୍ୟବହାର ହେବ ଚୋରା ଚାଲାଣ ହୋଇଥିବା ପୀଡ଼ିତା ଶବ୍ଦ

ନୂଆଦିଲ୍ଲୀ: ଯୌନ କର୍ମୀ ଶବ୍ଦକୁ ହଟାଇଲେ ସୁପ୍ରିମକୋର୍ଟ । ନିଜ ହ୍ୟାଣ୍ଡବୁକରୁ ଯୌନ କର୍ମୀ ଟର୍ମକୁ ହଟାଇଛନ୍ତି । ଏହାକୁ ସଂଶୋଧନ କରି ନୂଆ ଶବ୍ଦ ଆଣିଛନ୍ତି ସର୍ବୋଚ୍ଚ ଅଦାଲତ । ଏଣିକି ଯୌନ କର୍ମୀ ବଦଳରେ ବ୍ୟବହାର ହେବ ଚୋରା ଚାଲାଣ ହୋଇଥିବା ପୀଡ଼ିତା ଶବ୍ଦ ବ୍ୟବହାର ହେବ । ମାନବ ଚାଲାଣ ନିରୋଧୀ ବେସରକାରୀ ସଂଗଠନ ବା ଏନଜିଓ ଏନେଇ ସୁପ୍ରିମକୋର୍ଟଙ୍କୁ ପରାମର୍ଶ ଦେଇଥିଲେ । ଯୌନକର୍ମୀ ଶବ୍ଦ ବଦଳରେ ଅଧିକ ସମ୍ବେଦନଶୀଳ ଶବ୍ଦ … Continue reading ଯୌନ କର୍ମୀ ଶବ୍ଦକୁ ହଟାଇଲେ ସୁପ୍ରିମକୋର୍ଟ, ବ୍ୟବହାର ହେବ ଚୋରା ଚାଲାଣ ହୋଇଥିବା ପୀଡ଼ିତା ଶବ୍ଦ