28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗକ୍ରିଡା ଓ କ୍ରିଡାବିତଙ୍କ ବିକାଶ ପାଇଁ ଏକ ନୁଆ ଭେଟି ଦେବେ ରାଜ୍ୟ ସରକାର

କ୍ରିଡା ଓ କ୍ରିଡାବିତଙ୍କ ବିକାଶ ପାଇଁ ଏକ ନୁଆ ଭେଟି ଦେବେ ରାଜ୍ୟ ସରକାର

ଜୟପୁର: ଖୁବ ଶୀଘ୍ର ଜୟପୁରରେ କ୍ରିଡା ଓ କ୍ରିଡାବିତ ଙ୍କ ବିକାଶ ପାଇଁ ଏକ ନୁଆ ଭେଟି ଦେବେ ରାଜ୍ୟ ସରକାର । ସହରର କାର୍ଯରତ ସମନ୍ବିତ କ୍ରିଡା କମ୍ପ୍ଲେକ୍ସ ଠାରେ ପହଞ୍ଚି ବିଭାଗିୟ ଅଧିକାରୀ ଓ ଠିକାଦାର ଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । କାର୍ଯ୍ୟରେ ମନ୍ଥରତା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ତାଗିଦ କରିଛନ୍ତି ଶିଘ୍ର କାମ ସାରିବାକୁ । କୋରୋନା ଯୋଗୁଁ ଛମାସ କାମ ବନ୍ଦ ଥିବା ନେଇ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସଫେଇ ରଖାଯାଇଥିଲା । ଜୟପୁର ମକାପୁଟ ନିକଟରେ ୧୨ଏକର ଜମିରେ କ୍ରିଡାର ବିକାଶ ପାଇଁ 16 କୋଟି ଟଙ୍କା ବ୍ୟୟରେ ୨୦୧୪ ମସିହାରେ ତତ୍କାଳୀନ କ୍ରିଡା ମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ କିନ୍ତୁ ଏହାର ବିଳମ୍ବ କୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ଆଜି କ୍ରିଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି କ୍ରିଡା କମ୍ପ୍ଲେକ୍ସ ବୁଲି ଦେଖିବା ପରେ ଅତି ଶିଘ୍ର ଏହା ସମ୍ପୂର୍ଣ୍ଣ ହେବା ପ୍ରତଶ୍ରୃତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking