30.1 C
Bhubaneswar
Wednesday, April 24, 2024
Homeଓଡିଶାପୁରୀରାଜ୍ୟ ସରକାର ଭୁଲ ଜାଣିଲେଣି: ଅପରାଜିତା

ରାଜ୍ୟ ସରକାର ଭୁଲ ଜାଣିଲେଣି: ଅପରାଜିତା

ପୁରୀ: ପୁରୀରେ ରାତି ଅଧିଆ ଜିପିଆରଏସକୁ ନେଇ ପ୍ରଶ୍ନ ଉଠାଇଲେ ସାଂସଦ ଅପରାଜିତା । ସାଢେ ୪ କୋଟି ଓଡିଶାବାଦୀ ଜାଣି ଗଲେଣି ରାଜ୍ୟ ସରକାର ଭୁଲ କରିଛନ୍ତି । କଭରଅପ୍ ଓ ମ୍ୟାନେଜ କରିବା ପାଇଁ ନା କିଛି କରିବେ । ଯଦି ଭୁଲ ନଥିଲା ରିସେପସନ ସେଣ୍ଟର କାହିଁକି ୧୦୦ ମିଟର ବାହାରକୁ ନେଲେ । ଏନଏମଏ କାହିଁକି ବିଲ୍ଡିଂ ଉଚ୍ଚତା କମ୍ କରିବା ପାଇଁ ଏସଜେଟିଏକୁ ଚିଠି ଲେଖିଲା ।

ରାଜ୍ୟ ସରକାର ଜାଣିଗଲେଣି ଭୁଲ କରିଛନ୍ତି, ସେଥବପାଇଁ କିଛି କରୁଛନ୍ତି । ସତ୍‌ସାହାସ ଅଛି ତ ଦିନରେ କରନ୍ତୁ, ଲୋକଙ୍କ ସାମ୍ନାରେ ସବୁ କରନ୍ତୁ । ସୌନ୍ଦର୍ଯ୍ୟ ଯୋଜନା କାର୍ଯ୍ୟକ୍ରମ କରନ୍ତୁ, କେହି ବିରେଧ କରିବେନି । ପ୍ରଥମେ ପୁରୀ ସାଂସଦକୁ ଯୋଜନା ସମ୍ପର୍କରେ କୁହନ୍ତୁ, ପରେ ଆମକୁ କହିବେ କହିଲେ ଅପରାଜିତା ଷଡଙ୍ଗୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking