ଦ୍ୱିତୀୟ ବିବାହ ସମ୍ବନ୍ଧରେ ରାଜ୍ୟ ସରକାର ଜାରି କଲେ ଗାଇଡଲାଇନ୍
ପାଟଣା: ଦ୍ଵିତୀୟ ବିବାହ ପାଇଁ ଅନୁମତି ଦେବେ ସରକାର। ଯଦି ବିବାହ ପୂର୍ବରୁ ଅନୁମତି ନେଇନଥିବେ, ତେବେ ଏହା ବୈଧ ହେବ ନାହିଁ। ଦ୍ୱିତୀୟ ବିବାହ ପାଇଁ ବିହାର ସରକାର ନିୟମରେ କିଛି ପରିବର୍ତ୍ତନ କରିଛନ୍ତି । ବିହାର ସରକାରରେ କୌଣସି ସ୍ତରର କର୍ମଚାରୀଙ୍କ ଦ୍ୱିତୀୟ ବିବାହ ସେତେବେଳେ ବୈଧ ବୋଲି ବିବେଚନା କରାଯିବ ଯଦି ଏଥିପାଇଁ ସରକାରଙ୍କଠାରୁ ଅନୁମତି ନିଆଯାଇଛି। ଯଦି ଦ୍ୱିତୀୟ ବିବାହ ବ୍ୟକ୍ତିଗତ ନିୟମ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏବଂ ସରକାରଙ୍କଠାରୁ ଅନୁମତି ଗ୍ରହଣ … Continue reading ଦ୍ୱିତୀୟ ବିବାହ ସମ୍ବନ୍ଧରେ ରାଜ୍ୟ ସରକାର ଜାରି କଲେ ଗାଇଡଲାଇନ୍
Copy and paste this URL into your WordPress site to embed
Copy and paste this code into your site to embed