୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ ନିଯୁକ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଜିଲ୍ଲାସ୍ତରୀୟ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ ଅଧ୍ୟକ୍ଷ ନିଯୁକ୍ତି ହୋଇଛନ୍ତି । ସ୍ୱତନ୍ତ୍ର ବିକାଶ ପରିଷଦ(ଏସଡିସି)ର ପୁନର୍ଗଠନ କରିଛନ୍ତି ରାଜ୍ୟ ସରକାର । ସୁନ୍ଦରଗଡ଼କୁ ଛାଡ଼ି ୮ଟି ଜିଲ୍ଲାରେ ପରିଷଦର ନୂଆ ଅଧ୍ୟକ୍ଷ ଏବଂ ୯ ଟି ଯାକ ଜିଲ୍ଲାରେ ପରିଷଦର ନୂଆ ଉପାଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇଛି । ମୟୁରଭଞ୍ଜ- ଡ. ଦେବାଶିଷ ମାରାଣ୍ଡି (ଅଧ୍ୟକ୍ଷ), କମଳା ତିରିୟା (ଉପାଧ୍ୟକ୍ଷ) କେନ୍ଦୁଝର- ଲକ୍ଷ୍ମୀ ନାୟକ (ଅଧ୍ୟକ୍ଷ), ନାରାୟଣ ପୂର୍ତ୍ତି (ଉପାଧ୍ୟକ୍ଷ) ମାଲକାନଗିରି- ଅଦମା ରବା (ଅଧ୍ୟକ୍ଷ), ରାଇଲା … Continue reading ୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ ନିଯୁକ୍ତ କଲେ ରାଜ୍ୟ ସରକାର