34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗକର୍ମକର୍ତାଙ୍କ ମନୋନୟନ ପ୍ରକିୟା ଶେଷ

କର୍ମକର୍ତାଙ୍କ ମନୋନୟନ ପ୍ରକିୟା ଶେଷ

ଯାଜପୁର: ବାର ଆସୋସିଏସନ,ଯାଜପୁରର ବିଭିନ୍ନ କର୍ମକର୍ତାଙ୍କ ମନୋନୟନ ପ୍ରକିୟା ଶେଷ ହୋଇଛି । ବିନା କୌଣସି ନିର୍ବାଚନରେ କର୍ମକର୍ତା ମାନେ ମନୋନିତ ହୋଇଛନ୍ତି । ଆଡଭୋକେଟ ପ୍ରପୁଂଲ୍ଲ୍ ସାମଲ ସଭାପତି ଏବଂ କମଳ ଲୋଚନ ଉପାଧ୍ୟାୟ ସଂପାଦକ ଭାବେ ମନୋନିତ ହୋଇଛନ୍ତି । ସେହିପରି ରାକେଶ ମିଶ୍ର ଉପସଭାପତି ପ୍ରଦୀପ ନାୟକ ସହକାରୀ ସଂପାଦକ ଭାବେ ମନୋନିତ ହୋଇଛନ୍ତି । ଆଗାମୀ ଦିନରେ ଆଇନଜିବି ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ କ୍ଷେତ୍ରରେ ଏହି ଆସୋସିଏସନ କାର୍ଯ୍ୟକରିବ ବୋଲି ସଭାପତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking