18.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶରାମମନ୍ଦିର ନିର୍ମାଣର ମୁଖ୍ୟ ନୃପେନ୍ଦ୍ର ମିଶ୍ରଙ୍କ ପୁଅ ବି ହାରିଲେ

ରାମମନ୍ଦିର ନିର୍ମାଣର ମୁଖ୍ୟ ନୃପେନ୍ଦ୍ର ମିଶ୍ରଙ୍କ ପୁଅ ବି ହାରିଲେ

ନୂଆଦିଲ୍ଲୀ : ରାମମନ୍ଦିର ନିର୍ମାଣ ହୋଇଥିବା ଫୈଜାବାଦ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଲାଲୁ ସିଂହ ପରାଜିତ ହୋଇଥିଲା  ବେଳେ ରାମମନ୍ଦିର ନିର୍ମାଣର ମୁଖ୍ୟ ନୃପେନ୍ଦ୍ର ମିଶ୍ରଙ୍କ ପୁଅ ସାକେଶ ମିଶ୍ର ବି ନିକଟସ୍ଥ ଶ୍ରାବସ୍ତି ଆସନ ନରୁ ପରାଜିତ ହୋଇଛନ୍ତି। ସାକେତ ଶ୍ରାବସ୍ତି ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ସେ ସମାଜବାଦୀ ପାର୍ଟି ପ୍ରାର୍ଥୀ ରାମ ସିରୋମଣୀ ବର୍ମାଙ୍କ ଠାରୁ ପରାଜିତ ହୋଇଛନ୍ତି। ୭୮ ବର୍ଷୀୟ ପୂର୍ବତନ ବ୍ୟୁରୋକ୍ରାଟ ନୃପେନ୍ଦ୍ର ମିଶ୍ର ଥିଲେ ରାମମନ୍ଦିର ନିର୍ମାଣର ମୁଖ୍ୟ ଉଦ୍ୟୋକ୍ତା। ସେ ରାମମନ୍ଦିର ନିର୍ମାଣ କମିଟିର ଅଧ୍ଯକ୍ଷ ରହିଥିଲେ। ଜାନୁଆରୀ ୨୨ରେ ଅନୁଷ୍ଠିତ ଭଗବାନ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ମଧ୍ୟ ସେ ମୁଖ୍ୟ ଆୟୋଜକ ଭାବେ କାର୍ଯ୍ୟ କରିଥିଲେ। ରାମମନ୍ଦିର ଠାରୁ ପ୍ରାୟ ୧୦୦ କି.ମି. ଦୂରରେ ଦୂଚ ଅବସ୍ଥିତ ଶ୍ରାବସ୍ତି ଏକ ଐତିହାସିକ ଓ ସାଂସ୍କୃତିକ ତିକ ସ୍ଥଳୀ ଭାବେ ପାପ୍ତି ହେବା ପ୍ରମେୟ ରହିଥିଲେ। ପରିଚିତ। ବିହାରର ବୋଧଗୟା ଠାରେ ଜ୍ଞାନପ୍ରାପ୍ତି ପରେ ଭଗବାନ ବୁଦ୍ଧ ଏଠାରେ ଅନେକ ଦିନ ରହି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଏ କର୍ମଭୂମି ଥିଲା। ଫୈଜାବାଦ ପରେ ଶ୍ରୀବସ୍ତି ଆସନରେ ପରାଜୟ ବିଜେପିକୁ ଡବଲ ଝଟ୍‌କା ଦେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking