40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶ୧୯୦୦ କୋଟି ଟଙ୍କାର ଜବତ ଡ୍ରଗ୍ସକୁ ନିଆଁରେ ପୋଡ଼ି ନଷ୍ଟ କଲା ପୋଲିସ

୧୯୦୦ କୋଟି ଟଙ୍କାର ଜବତ ଡ୍ରଗ୍ସକୁ ନିଆଁରେ ପୋଡ଼ି ନଷ୍ଟ କଲା ପୋଲିସ

ନୂଆଦିଲ୍ଲୀ: କଥାରେ ଅଛି, ‘ସରକାର କା ମାଲ୍, ଦରିଆ ମେଁ ଡାଲ ।’ ନିକଟରେ ଆସାମରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଜବତ ହୋଇଥିବା ୯୩୫ କେଜିର ଡ୍ରଗ୍ସକୁ ପୋଲିସ ନଷ୍ଟ କରିଦେଇଥିବା ଜଣାପଡ଼ିଛି । ଉକ୍ତ ଡ୍ରଗ୍ସର ମୂଲ୍ୟ ପାଖାପାଖି ୧୯୨୦ କୋଟି ହେବ ବୋଲି କୁହାଯାଉଛି । କାଚର ଜିଲ୍ଲାର ବିଭିନ୍ନ ସ୍ଥାନରେ ରେଡ୍ କରଯାଉ ଉକ୍ତ ଡ୍ରଗ୍ସ ଜବତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking