ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ହେବ: ସୁର

ଭୁବନେଶ୍ୱର: ମନ୍ମଥଙ୍କ ନିଲମ୍ବନ ନେଇ ବାପା ସୁର ରାଉତରାୟଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମୋ ପରିବାରରେ କିଛି ଗଣ୍ଡଗୋଳ, ଅଶାନ୍ତି ନାହିଁ । ସାନ ପୁଅ ମନ୍ମଥ ଚାକିରି କରିଛି, ତାର ଇସ୍ତଫା ଏବେ ଯାଏଁ ଗ୍ରହଣ ହୋଇନାହିଁ । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ହେବ ଆଉ ମନ୍ମଥ ଜଟଣୀରୁ ଠିଆ ହେବ । ମୋ ୨ ପୁଅଙ୍କୁ ମୁଁ ଯେତେବେଳେ ଯାହା କହିବି  ସେମାନେ ମାନିବେ । ମୁଁ ଯେଉଁ ପୁଅକୁ … Continue reading ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ହେବ: ସୁର