37.1 C
Bhubaneswar
Thursday, March 28, 2024
Homeଓଡିଶାଏନଆରଟିଏସ ପରୀକ୍ଷା ଫଳ ପ୍ରକାଶ

ଏନଆରଟିଏସ ପରୀକ୍ଷା ଫଳ ପ୍ରକାଶ

କଟକ:  ପ୍ରକାଶ ପାଇଲା ନ୍ୟାସନାଲ ରୁରାଲ ଟ୍ୟାଲେଣ୍ଟ ସ୍କଲାରସିପ (ଏନଆରଟିଏସ) ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଏହି ପରୀକ୍ଷାର ଫଳ ପରୀକ୍ଷାର୍ଥୀମାନେ ବୋର୍ଡ ୱେବସାଇଟରୁ ପାଇପାରିବେ ବୋଲି ସମ୍ପାଦକ ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି ।

ସୂଚନା ଥାଉକି, ଏହି ପରୀକ୍ଷା ଲାଗି ମୋଟ ୫୫ ହଜାର ୯୭୭ ପରୀକ୍ଷାର୍ଥୀ ଆବେଦନ କରିଥିଲେ । ସେଥିରୁ ଗତ ଡିସେମ୍ବର ୬ରେ ରାଜ୍ୟର ୩୪୭ଟି ପରୀକ୍ଷା କେନ୍ଦ୍ରରେ ୫୩ ହଜାର ୮୭୭ ଜଣ ଛାତ୍ରୀଛାତ୍ରୀ ପରୀକ୍ଷା ଦେଇଥିଲେ ଏବଂ ୨ ହଜାର ୭୦ ଜଣ ଅନୁପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking