28.1 C
Bhubaneswar
Friday, March 29, 2024
Homeଓଡିଶାକାଲି ଆଇସିଏସଇ ଦଶମ, ଆଇଏସସି ଦ୍ୱାଦଶ ରେଜଲ୍ଟ

କାଲି ଆଇସିଏସଇ ଦଶମ, ଆଇଏସସି ଦ୍ୱାଦଶ ରେଜଲ୍ଟ

ଭୁବନେଶ୍ୱର: ଆସନ୍ତାକାଲି ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇବ । ଅପରାହ୍ନ ୩ଟାରେ ଦଶମ ଓ ଦ୍ୱାଦଶ ରେଜଲ୍ଟ ବାହାରିବା ନେଇ ସୂଚନା ମିଳିଛି । ଆଇସିଏସଇ ଏବଂ ଆଇଏସସି ଓବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । କରୋନା ପାଇଁ ଏବେ ସମସ୍ତ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଉପରେ ପ୍ରଭାବ ପଡିବା ସହ ପରୀକ୍ଷା ଫଳକୁ ନେଇ ମଧ୍ୟ ଛାତ୍ରଛାତ୍ରୀମାନେ ଆଶା ଆଶଙ୍କାରେ ରହୁଛନ୍ତି । ଅନେକ ପରୀକ୍ଷାକୁ ଘୁଂଚାଇ ଦିଆଯାଇଥିବା ବେଳେ ସରକାର ଅନଲାଇନରେ ପରୀକ୍ଷା କରିବା ପାଇଁ ମଧ୍ୟ ଚିନ୍ତା କରୁଛନ୍ତି । କହିବାକୁ ଗଲେ ପିଲାଙ୍କ ଭବିଷ୍ୟତ ଉପରେ କରୋନା ପ୍ରଭାବ ପକାଉଛି ।

ମଦ ହେଲା ଶସ୍ତା

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking