30.1 C
Bhubaneswar
Wednesday, April 24, 2024
Homeଓଡିଶାବିଚାରପତିଙ୍କ ଆତ୍ମହତ୍ୟା

ବିଚାରପତିଙ୍କ ଆତ୍ମହତ୍ୟା

କଟକ : ବିଚାରପତିଙ୍କ ଆତ୍ମହତ୍ୟା । କଟକ ପକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା କରିଛନ୍ତି ବୋଲି ସୂଚନା ମିଳିଛି । ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାର ପତି ସୁବାସ କୁମାର ବିହାରୀ ଆତ୍ମହତ୍ୟା କରିଛନ୍ତି । ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ ବାସଭବନରେ ଆତ୍ମହତ୍ୟା କରିଛନ୍ତି ବୋଲି ସୂଚନା ମଳିଛି । ସିଡିଏର ଏକ ଘରୋଇ ଡାକ୍ତରଖାନାକୁ ନେଇଯାଇଥିଲେ ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ବି କ’ଣ ପାଇଁ ବିଚାରପତି ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ । ଘଟଣା ସ୍ଥଳରେ ପୋଲିସ ଓ ଜିଲ୍ଲା ଜଜ୍ ସେଠାରେ ପହଞ୍ଚିଛନ୍ତି ।

ପଶୁଙ୍କୁ ଲମ୍ପିଂ ଚର୍ମ ରୋଗ ଭୟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking