ନକଲି ପୋଲିସକୁ ଧରିଲା ଅସଲି ପୋଲିସ

ରାଉରକେଲା: ମୋବାଇଲ ଲୁଟେରା ନକଲି ପୋଲିସ ଗିରଫ । ଲୁଟେରାକୁ ଗିରଫ କଲା ବ୍ରହ୍ମଣୀତରଙ୍ଗ ଥାନା ପୋଲିସ । ଅଭିଯୁକ୍ତ ବେଦବ୍ୟାସ ଅଂଚଳର ହୋଇଥିବା ବେଳେ ସେ ୩୩ ମୋବାଇଲ ଲୁଟିଥିବା ସୂଚନା । ୩୩ ମୋବାଇଲକୁ ଜବତ କଲା ପୋଲିସ । ନିଜକୁ ପୋଲିସ ପରିଚୟ ଦେଇ ଦାମୀ ମୋବାଇଲ ଚୋରି କରୁଥିଲା ନକଲି ପୋଲିସ । ଚେକିଂ ବାହାନାରେ ମୋବାଇଲ ନେଇ ସୁଯୋଗ ଦେଖି ଛୁ ମାରୁଥିଲା ନକଲି ପୋଲିସ ଜଣକ । ଡ୍ରାଇଭର … Continue reading ନକଲି ପୋଲିସକୁ ଧରିଲା ଅସଲି ପୋଲିସ