କୋହିନୂର ହୀରାର ବାସ୍ତବ ଉତ୍ପତି ସ୍ଥଳ ଓଡ଼ିଶାର ହୀରାକୁଦ
ବରଗଡ଼ : ବ୍ରିଟେନର ମହାରାଣୀ ଭିକ୍ଟୋରିଆଙ୍କ ମୃତ୍ୟୁ ପରେ ମହାରାଣୀଙ୍କ ରାଜ ମୁକୁଟରେ ସ୍ଥାନ ପାଉଥିବା ‘କୋହିନୂର ହୀରା’କୁ ଭାରତକୁ ଫେରାଇ ଆଣିବା ପାଇଁ ବିଭିନ୍ନ ମହଳରେ ଦାବି ହେଉଛି ।ଏହା ସତ୍ୟ ଯେ ‘କୋହିନୂର’ ଏକ ଭାରତୀୟ ହୀରା ଅଟେ । ମାତ୍ର ବାସ୍ତବରେ ଏହାର ଉତ୍ପତି ନେଇ ଭିନ୍ନ ଭିନ୍ନ ମତ ରହିଛି । ମାତ୍ର ହସ୍ତଗତ ସୂଚନା ଅନୁଯାଯୀ ‘କୋହିନୂର ହୀରା’ ଓଡ଼ିଶାର ହୀରାକୁଦରୁ ମିଳିଥିବାର କିଛି ପ୍ରମାଣ ଯୋଗ୍ୟ ତଥ୍ୟ ରହିଛି … Continue reading କୋହିନୂର ହୀରାର ବାସ୍ତବ ଉତ୍ପତି ସ୍ଥଳ ଓଡ଼ିଶାର ହୀରାକୁଦ
Copy and paste this URL into your WordPress site to embed
Copy and paste this code into your site to embed